or_tn/2co/02/02.md

1.2 KiB

If I caused you pain, who could cheer me up but the very one who was hurt by me?

ଯଦି ସେମାନଙ୍କ ନିକଟକୁ ତାହାଙ୍କର ଆଗମନ ସେମାନଙ୍କ ଦୁଃଖର କାରଣ ହୁଏ, ତେବେ ସେ କିମ୍ବା ସେମାନେ ଉପକୃତ ହେବେ ନାହିଁ ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ଭାବ ପ୍ରକାଶକ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତେବେ ମୁଁ ଯେଉଁମାନଙ୍କୁ ଦୁଃଖ ଦେଲି, ସେମାନେ ହିଁ ମୋହର ଆନନ୍ଦ ଜନ୍ମାଇ ପାରିବେ” (ଦେଖ: rc://*/ta/man/translate/figs-rquestion)

the very one who was hurt by me

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ମୁଁ ଦୁଃଖ ଦେଇଥିଲି” (ଦେଖ: rc://*/ta/man/translate/figs-activepassive)