or_tn/2co/02/01.md

817 B

Connecting Statement:

ସେମାନଙ୍କ ପ୍ରତି ପାଉଲଙ୍କର ମହାପ୍ରେମ ସକାଶୁ, ପାଉଲ ସ୍ପଷ୍ଟ କରୁଛନ୍ତି ଯେ ସେମାନଙ୍କୁ ଲେଖିଥିବା ପ୍ରଥମ ପତ୍ର (ଅନୈତିକତାର ପାପକୁ ଗ୍ରହଣ କରିଥିବା ଯୋଗୁ ଅନୁଯୋଗ) ତାହାଙ୍କୁ ଦୁଃଖ ଦେବା ସହ କରିନ୍ଥ ମଣ୍ଡଳୀର ଲୋକ ଓ ଅନୈତିକ ପାପରେ ଲିପ୍ତ ଲୋକକୁ ମଧ୍ୟ ଦୁଃଖ ଦେଇଥିଲା I

I decided for my own part

ମୁଁ ସ୍ଥିର କଲି

in painful circumstances

ତୁମ୍ଭମାନଙ୍କୁ ଦୁଃଖ ଦେବା ପରିସ୍ଥିତିରେ