# Connecting Statement: ସେମାନଙ୍କ ପ୍ରତି ପାଉଲଙ୍କର ମହାପ୍ରେମ ସକାଶୁ, ପାଉଲ ସ୍ପଷ୍ଟ କରୁଛନ୍ତି ଯେ ସେମାନଙ୍କୁ ଲେଖିଥିବା ପ୍ରଥମ ପତ୍ର (ଅନୈତିକତାର ପାପକୁ ଗ୍ରହଣ କରିଥିବା ଯୋଗୁ ଅନୁଯୋଗ) ତାହାଙ୍କୁ ଦୁଃଖ ଦେବା ସହ କରିନ୍ଥ ମଣ୍ଡଳୀର ଲୋକ ଓ ଅନୈତିକ ପାପରେ ଲିପ୍ତ ଲୋକକୁ ମଧ୍ୟ ଦୁଃଖ ଦେଇଥିଲା I # I decided for my own part ମୁଁ ସ୍ଥିର କଲି # in painful circumstances ତୁମ୍ଭମାନଙ୍କୁ ଦୁଃଖ ଦେବା ପରିସ୍ଥିତିରେ