or_tn/2co/01/24.md

8 lines
618 B
Markdown

# we are working with you for your joy
ଆମ୍ଭେମାନେ ତୁମ୍ଭମାନଙ୍କ ସହ କାର୍ଯ୍ୟ କରୁଅଛୁ ଯେପରି ତୁମ୍ଭେମାନେ ଆନନ୍ଦ ଲାଭ କରିପାର
# stand in your faith
“ସ୍ଥିର” ଶବ୍ଦଟି ପରିବର୍ତ୍ତନ ହେଉ ନ ଥିବା କିଛି ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସରେ ସ୍ଥିର ହୋଇ ରହିଥାଅ"" (ଦେଖ: [[rc://*/ta/man/translate/figs-idiom]])