or_tn/2co/01/24.md

618 B

we are working with you for your joy

ଆମ୍ଭେମାନେ ତୁମ୍ଭମାନଙ୍କ ସହ କାର୍ଯ୍ୟ କରୁଅଛୁ ଯେପରି ତୁମ୍ଭେମାନେ ଆନନ୍ଦ ଲାଭ କରିପାର

stand in your faith

“ସ୍ଥିର” ଶବ୍ଦଟି ପରିବର୍ତ୍ତନ ହେଉ ନ ଥିବା କିଛି ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସରେ ସ୍ଥିର ହୋଇ ରହିଥାଅ"" (ଦେଖ: rc://*/ta/man/translate/figs-idiom)