or_tn/2co/01/11.md

768 B

He will do this as you also help us

ହେ କରିନ୍ଥୀୟ ମଣ୍ଡଳୀର ଲୋକମାନେ, ତୁମ୍ଭେମାନେ ମଧ୍ୟ ଯେ ପ୍ରକାରେ ଆମ୍ଭମାନଙ୍କୁ ସାହାଯ୍ୟ କଲ, ସେ ପ୍ରକାରେ ଈଶ୍ବର ଆମ୍ଭମାନଙ୍କୁ ବିପଦରୁ ଉଦ୍ଧାର କରିବେ

the gracious favor given to us

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନୁଗ୍ରହଜନକ କୃପା ଯାହା ଈଶ୍ବର ଆମ୍ଭମାନଙ୍କୁ ଦେଇଅଛନ୍ତି” (ଦେଖ: rc://*/ta/man/translate/figs-activepassive)