# He will do this as you also help us ହେ କରିନ୍ଥୀୟ ମଣ୍ଡଳୀର ଲୋକମାନେ, ତୁମ୍ଭେମାନେ ମଧ୍ୟ ଯେ ପ୍ରକାରେ ଆମ୍ଭମାନଙ୍କୁ ସାହାଯ୍ୟ କଲ, ସେ ପ୍ରକାରେ ଈଶ୍ବର ଆମ୍ଭମାନଙ୍କୁ ବିପଦରୁ ଉଦ୍ଧାର କରିବେ # the gracious favor given to us ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନୁଗ୍ରହଜନକ କୃପା ଯାହା ଈଶ୍ବର ଆମ୍ଭମାନଙ୍କୁ ଦେଇଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])