or_tn/2co/01/09.md

1.3 KiB

we had the sentence of death on us

ପାଉଲ ଓ ତୀମଥି ସେମାନଙ୍କର ନିରାଶାର ଭାବକୁ ଜଣେ ଲୋକର ମୃତ୍ୟୁ ଦଣ୍ଡାଜ୍ଞା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ମୃତ୍ୟୁ ଦଣ୍ଡାଜ୍ଞା ପାଇଥିବା ଲୋକ ସଦୃଶ ଆମ୍ଭେମାନେ ନିରାଶାରେ ଥିଲୁ” (ଦେଖ: rc://*/ta/man/translate/figs-metaphor)

but instead in God

ଏହି ବାକ୍ୟାଂଶରେ “ଆମ୍ଭେମାନେ ନିର୍ଭର କରୁ” ଅଂଶଟି ନାହିଁ I ବିକଳ୍ପ ଅନୁବାଦ: “କିନ୍ତୁ, ତା’ ପରିବର୍ତ୍ତେ, ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା ରଖୁଅଛୁ” (ଦେଖ: rc://*/ta/man/translate/figs-ellipsis)

who raises the dead

ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହା ଜଣେ ମରିଯାଇଥିବା ଲୋକକୁ ପୁନର୍ବାର ଜିବିତାବସ୍ଥାକୁ ଆସିବାକୁ ବୁଝାଏ I ବିକଳ୍ପ ଅନୁବାଦ: ଯେ ମୃତକୁ ଉଠାନ୍ତି” (ଦେଖ: rc://*/ta/man/translate/figs-idiom)