or_tn/2co/01/09.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# we had the sentence of death on us
ପାଉଲ ଓ ତୀମଥି ସେମାନଙ୍କର ନିରାଶାର ଭାବକୁ ଜଣେ ଲୋକର ମୃତ୍ୟୁ ଦଣ୍ଡାଜ୍ଞା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ମୃତ୍ୟୁ ଦଣ୍ଡାଜ୍ଞା ପାଇଥିବା ଲୋକ ସଦୃଶ ଆମ୍ଭେମାନେ ନିରାଶାରେ ଥିଲୁ” (ଦେଖ: [[rc://*/ta/man/translate/figs-metaphor]])
# but instead in God
ଏହି ବାକ୍ୟାଂଶରେ “ଆମ୍ଭେମାନେ ନିର୍ଭର କରୁ” ଅଂଶଟି ନାହିଁ I ବିକଳ୍ପ ଅନୁବାଦ: “କିନ୍ତୁ, ତା’ ପରିବର୍ତ୍ତେ, ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା ରଖୁଅଛୁ” (ଦେଖ: [[rc://*/ta/man/translate/figs-ellipsis]])
# who raises the dead
ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହା ଜଣେ ମରିଯାଇଥିବା ଲୋକକୁ ପୁନର୍ବାର ଜିବିତାବସ୍ଥାକୁ ଆସିବାକୁ ବୁଝାଏ I ବିକଳ୍ପ ଅନୁବାଦ: ଯେ ମୃତକୁ ଉଠାନ୍ତି” (ଦେଖ: [[rc://*/ta/man/translate/figs-idiom]])