or_tn/1ti/06/20.md

12 lines
894 B
Markdown

# protect what was given to you
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭକୁ ଯାହା ଦେଇଛନ୍ତି, ସେହି ସତ୍ୟ ବାକ୍ୟକୁ ବିଶ୍ବସ୍ତ ଭାବରେ ଘୋଷଣା କର” (ଦେଖ: [[rc://*/ta/man/translate/figs-activepassive]])
# Avoid the foolish talk
ଅସାର ବକୁଆପଣରୁ ବିମୁଖ ହୁଅ
# of what is falsely called knowledge
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଭ୍ରାନ୍ତିରେ ଜ୍ଞାନ ବୋଲି କହନ୍ତି” (ଦେଖ: [[rc://*/ta/man/translate/figs-activepassive]])