or_tn/1ti/06/20.md

894 B

protect what was given to you

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭକୁ ଯାହା ଦେଇଛନ୍ତି, ସେହି ସତ୍ୟ ବାକ୍ୟକୁ ବିଶ୍ବସ୍ତ ଭାବରେ ଘୋଷଣା କର” (ଦେଖ: rc://*/ta/man/translate/figs-activepassive)

Avoid the foolish talk

ଅସାର ବକୁଆପଣରୁ ବିମୁଖ ହୁଅ

of what is falsely called knowledge

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଭ୍ରାନ୍ତିରେ ଜ୍ଞାନ ବୋଲି କହନ୍ତି” (ଦେଖ: rc://*/ta/man/translate/figs-activepassive)