or_tn/1ti/06/04.md

2.3 KiB

he is proud ... He has an unhealthy interest

ଏଠାରେ “ସେ” ଅନୁଚିତ ଶିକ୍ଷା ଦେଉଥିବା ଯେ କୌଣସି ଲୋକକୁ ବୁଝାଏ I ଏହାକୁ ସ୍ପଷ୍ଟ କରିବାପାଇଁ, USTରେ କରାଯାଇଥିବା ପ୍ରକାରେ, ତୁମେ “ସେ” କୁ “ସେମାନେ” ଭାବରେ ଅନୁବାଦ କରିପାରିବ I (ଦେଖ: rc://*/ta/man/translate/figs-genericnoun)

understands nothing

ଈଶ୍ବରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ

He has an unhealthy interest in controversies and arguments

ନିଷ୍ଫଳ ବାକ୍ ଯୁଦ୍ଧରେ ସମ୍ପୃକ୍ତ ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଅସୁସ୍ଥ ଅଟନ୍ତି I ସେହି ପ୍ରକାର ଲୋକ ଯୁକ୍ତିତର୍କ କରିବାକୁ ପ୍ରବଳ ଇଚ୍ଛା କରନ୍ତି ଓ ସହମତ ହେବା ନିମନ୍ତେ କୌଣସି ଉପାୟ ଖୋଜିବାକୁ ପ୍ରକୃତରେ ଇଚ୍ଛା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେ କେବଳ ଯୁକ୍ତିତର୍କ କରିବାକୁ ଚାହେଁ” କିମ୍ବା “ସେ ବାକ୍ ଯୁଦ୍ଧକୁ ଭଲ ପାଏ” (ଦେଖ: rc://*/ta/man/translate/figs-metaphor)

controversies and arguments about words that result in envy

ବାକ୍ୟ ବିଷୟରେ ବାଦାନୁବାଦ ଓ ଯୁକ୍ତିତର୍କ ପୁଣି ଏହି ବାଦାନୁବାଦ ଓ ଯୁକ୍ତିତର୍କରୁ ଈର୍ଷା ଜନ୍ମେ I

about words

ଶବ୍ଦର ଅର୍ଥ ବିଷୟରେ

strife

ବାଦାନୁବାଦ, ଯୁଦ୍ଧ

insults

ଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି

evil suspicions

ଲୋକେ ଅନୁଭବ କରନ୍ତି ଯେ ଅନ୍ୟମାନେ ସେମାନଙ୍କ ପ୍ରତି ମନ୍ଦ ବିଷୟ କରିବାକୁ ଚାହାନ୍ତି