or_tn/1ti/06/04.md

32 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# he is proud ... He has an unhealthy interest
ଏଠାରେ “ସେ” ଅନୁଚିତ ଶିକ୍ଷା ଦେଉଥିବା ଯେ କୌଣସି ଲୋକକୁ ବୁଝାଏ I ଏହାକୁ ସ୍ପଷ୍ଟ କରିବାପାଇଁ, USTରେ କରାଯାଇଥିବା ପ୍ରକାରେ, ତୁମେ “ସେ” କୁ “ସେମାନେ” ଭାବରେ ଅନୁବାଦ କରିପାରିବ I (ଦେଖ: [[rc://*/ta/man/translate/figs-genericnoun]])
# understands nothing
ଈଶ୍ବରଙ୍କ ସତ୍ୟ ବିଷୟରେ କିଛି ବୁଝନ୍ତି ନାହିଁ
# He has an unhealthy interest in controversies and arguments
ନିଷ୍ଫଳ ବାକ୍ ଯୁଦ୍ଧରେ ସମ୍ପୃକ୍ତ ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଅସୁସ୍ଥ ଅଟନ୍ତି I ସେହି ପ୍ରକାର ଲୋକ ଯୁକ୍ତିତର୍କ କରିବାକୁ ପ୍ରବଳ ଇଚ୍ଛା କରନ୍ତି ଓ ସହମତ ହେବା ନିମନ୍ତେ କୌଣସି ଉପାୟ ଖୋଜିବାକୁ ପ୍ରକୃତରେ ଇଚ୍ଛା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେ କେବଳ ଯୁକ୍ତିତର୍କ କରିବାକୁ ଚାହେଁ” କିମ୍ବା “ସେ ବାକ୍ ଯୁଦ୍ଧକୁ ଭଲ ପାଏ” (ଦେଖ: [[rc://*/ta/man/translate/figs-metaphor]])
# controversies and arguments about words that result in envy
ବାକ୍ୟ ବିଷୟରେ ବାଦାନୁବାଦ ଓ ଯୁକ୍ତିତର୍କ ପୁଣି ଏହି ବାଦାନୁବାଦ ଓ ଯୁକ୍ତିତର୍କରୁ ଈର୍ଷା ଜନ୍ମେ I
# about words
ଶବ୍ଦର ଅର୍ଥ ବିଷୟରେ
# strife
ବାଦାନୁବାଦ, ଯୁଦ୍ଧ
# insults
ଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି
# evil suspicions
ଲୋକେ ଅନୁଭବ କରନ୍ତି ଯେ ଅନ୍ୟମାନେ ସେମାନଙ୍କ ପ୍ରତି ମନ୍ଦ ବିଷୟ କରିବାକୁ ଚାହାନ୍ତି