or_tn/1ti/05/25.md

1.0 KiB

some good works are openly known

କେତେକ ସତ୍କାର୍ଯ୍ୟ ପ୍ରକାଶିତ

good works

କେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I

but even the others cannot be hidden

ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])