# some good works are openly known କେତେକ ସତ୍କାର୍ଯ୍ୟ ପ୍ରକାଶିତ # good works କେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I # but even the others cannot be hidden ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])