or_tn/1ti/05/22.md

2.3 KiB
Raw Permalink Blame History

Place hands

ହସ୍ତାର୍ପଣ କରିବା ଗୋଟିଏ ଉତ୍ସବ, ଯେଉଁଥିରେ ମଣ୍ଡଳୀର ଜଣେ ବା ତହିଁରୁ ଅଧିକ ନେତାମାନେ ଲୋକମାନଙ୍କ ଉପରେ ହସ୍ତ ଦେଇ ପ୍ରାର୍ଥନା କରନ୍ତି, ଯେପରିକି ଈଶ୍ବର ସେମାନଙ୍କୁ ଈଶ୍ବରଙ୍କର ସନ୍ତୋଷ ଯୋଗ୍ୟ ସେବାକରିବା ନିମନ୍ତେ ସକ୍ଷମ କରିବେ I ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବା କରିବାପାଇଁ ତାହାକୁ ଆନୁଷ୍ଠାନିକ ଭାବରେ ପୃଥକ୍ କରିବା ପୂର୍ବରୁ ସେହି ଲୋକଟି ଉତ୍ତମ ଚରିତ୍ର ଦେଖାଇବା ପର୍ଯ୍ୟନ୍ତ ତୀମଥିଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର I

Do not share in the sins of another person

ପାଉଲ ଜଣକର ପାପ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟମାନଙ୍କ ସହିତ ବଣ୍ଟାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ବ୍ୟକ୍ତିର ପାପରେ ସହଭାଗୀ ହୁଅ ନାହିଁ” କିମ୍ବା ""ଅନ୍ୟ ଜଣେ ବ୍ୟକ୍ତି ପାପ କରୁଥିଲେ ତହିଁରେ ଅଂଶ ଗ୍ରହଣ କର ନାହିଁ” (ଦେଖ: rc://*/ta/man/translate/figs-metaphor)

Do not share in the sins of another person

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯଦି ତୀମଥି ପାପରେ ଦୋଷୀ ଜଣକୁ ମଣ୍ଡଳୀର କାର୍ଯ୍ୟପାଇଁ ମନୋନୀତ କରନ୍ତି, ତେବେ ସେହି ଲୋକର ପାପପାଇଁ ଈଶ୍ବର ତୀମଥିଙ୍କୁ ଦାୟୀ କରିବେ କିମ୍ବା ) ତୀମଥି ଅନ୍ୟମାନଙ୍କୁ ଯେଉଁ ପାପ କରୁଥିବା ଦେଖିଛନ୍ତି, ସେ ନିଜେ ସେହି ପାପ କରିବା ଉଚିତ ନୁହେଁ I