or_tn/1ti/05/21.md

12 lines
1.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the chosen angels
ଏହାର ଅର୍ଥ ଦୂତମାନେ ଯେଉଁମାନଙ୍କୁ ଈଶ୍ବର ଓ ଯୀଶୁ ଏକ ବିଶେଷ ପ୍ରକାରେ ତାଙ୍କର ସେବା କରିବାକୁ ମନୋନୀତ କରିଅଛନ୍ତି I
# to keep these commands without partiality, and to do nothing out of favoritism
“ପକ୍ଷପାତିତା” ଓ “ମୁଖାପେକ୍ଷା”ର ଅର୍ଥ ମୌଳିକ ଭାବରେ ସମାନ ଅଟେ I ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ତୀମଥି ସମସ୍ତଙ୍କୁ ସମାନ ଭାବରେ ସଚ୍ଚୋଟତାର ସହିତ ବିଚାର କରିବା ଉଚିତ I ବିକଳ୍ପ ଅନୁବାଦ: “ପକ୍ଷପାତ ନ କରି ବା କାହାର ମୁଖାପେକ୍ଷା ନ କରି ଏହି ନିୟମ ପାଳନ କରିବାକୁ” (ଦେଖ: [[rc://*/ta/man/translate/figs-doublet]])
# these commands
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଏବେ ପାଉଲ ତୀମଥିଙ୍କୁ କହିଥିବା ନିୟମକୁ ବୁଝାଏ କିମ୍ବା ) ଏହା ପାଉଲ ତୀମଥିଙ୍କୁ କହିବାକୁ ଯାଉଥିବା ନିୟମକୁ ବୁଝାଏ I