# the chosen angels ଏହାର ଅର୍ଥ ଦୂତମାନେ ଯେଉଁମାନଙ୍କୁ ଈଶ୍ବର ଓ ଯୀଶୁ ଏକ ବିଶେଷ ପ୍ରକାରେ ତାଙ୍କର ସେବା କରିବାକୁ ମନୋନୀତ କରିଅଛନ୍ତି I # to keep these commands without partiality, and to do nothing out of favoritism “ପକ୍ଷପାତିତା” ଓ “ମୁଖାପେକ୍ଷା”ର ଅର୍ଥ ମୌଳିକ ଭାବରେ ସମାନ ଅଟେ I ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ତୀମଥି ସମସ୍ତଙ୍କୁ ସମାନ ଭାବରେ ସଚ୍ଚୋଟତାର ସହିତ ବିଚାର କରିବା ଉଚିତ I ବିକଳ୍ପ ଅନୁବାଦ: “ପକ୍ଷପାତ ନ କରି ବା କାହାର ମୁଖାପେକ୍ଷା ନ କରି ଏହି ନିୟମ ପାଳନ କରିବାକୁ” (ଦେଖ: [[rc://*/ta/man/translate/figs-doublet]]) # these commands ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଏବେ ପାଉଲ ତୀମଥିଙ୍କୁ କହିଥିବା ନିୟମକୁ ବୁଝାଏ କିମ୍ବା ୨) ଏହା ପାଉଲ ତୀମଥିଙ୍କୁ କହିବାକୁ ଯାଉଥିବା ନିୟମକୁ ବୁଝାଏ I