or_tn/1ti/05/15.md

997 B

turned aside after Satan

ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତତାରେ ଜୀବନ କାଟିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଚାଲିବା ନିମନ୍ତେ ଗୋଟିଏ ପଥ I ଏହାର ଅର୍ଥ ହେଉଛି ଯେ ସ୍ତ୍ରୀ ଲୋକଟି ଯୀଶୁଙ୍କ ଆଜ୍ଞା ପାଳନ ବନ୍ଦ କରିଦେଇଛି ଓ ଶୟତାନର ଆଜ୍ଞା ପାଳନ ଆରମ୍ଭ କରିଦେଇଛି I ବିକଳ୍ପ ଅନୁବାଦ: “ଶୟତାନର ଅନୁଗମନ କରିବା ପାଇଁ ଖ୍ରୀଷ୍ଟଙ୍କ ପଥକୁ ପରିତ୍ୟାଗ କରିଛି” କିମ୍ବା “ଖ୍ରୀଷ୍ଟଙ୍କ ପରିବର୍ତ୍ତେ ଶୟତାନର ବାଧ୍ୟ ହେବାକୁ ସ୍ଥିର କରିଛି” (ଦେଖ: rc://*/ta/man/translate/figs-metaphor)