or_tn/1ti/05/15.md

4 lines
997 B
Markdown
Raw Permalink Normal View History

2020-11-19 00:15:53 +00:00
# turned aside after Satan
ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତତାରେ ଜୀବନ କାଟିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଚାଲିବା ନିମନ୍ତେ ଗୋଟିଏ ପଥ I ଏହାର ଅର୍ଥ ହେଉଛି ଯେ ସ୍ତ୍ରୀ ଲୋକଟି ଯୀଶୁଙ୍କ ଆଜ୍ଞା ପାଳନ ବନ୍ଦ କରିଦେଇଛି ଓ ଶୟତାନର ଆଜ୍ଞା ପାଳନ ଆରମ୍ଭ କରିଦେଇଛି I ବିକଳ୍ପ ଅନୁବାଦ: “ଶୟତାନର ଅନୁଗମନ କରିବା ପାଇଁ ଖ୍ରୀଷ୍ଟଙ୍କ ପଥକୁ ପରିତ୍ୟାଗ କରିଛି” କିମ୍ବା “ଖ୍ରୀଷ୍ଟଙ୍କ ପରିବର୍ତ୍ତେ ଶୟତାନର ବାଧ୍ୟ ହେବାକୁ ସ୍ଥିର କରିଛି” (ଦେଖ: [[rc://*/ta/man/translate/figs-metaphor]])