or_tn/1ti/05/10.md

24 lines
2.4 KiB
Markdown

# She must be known for good deeds
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: [[rc://*/ta/man/translate/figs-activepassive]])
# has been hospitable to strangers
ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି
# has washed the feet of the saints
ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://*/ta/man/translate/figs-metonymy]])
# saints
କେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I
# has relieved the afflicted
ଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: [[rc://*/ta/man/translate/figs-nominaladj]])
# has been devoted to every good work
ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି