or_tn/1ti/05/10.md

2.4 KiB

She must be known for good deeds

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: rc://*/ta/man/translate/figs-activepassive)

has been hospitable to strangers

ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି

has washed the feet of the saints

ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: rc://*/ta/man/translate/figs-metonymy)

saints

କେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I

has relieved the afflicted

ଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: rc://*/ta/man/translate/figs-nominaladj)

has been devoted to every good work

ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି