or_tn/1ti/05/06.md

596 B

is dead

ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମୃତ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ମୃତ ବ୍ୟକ୍ତି ସଦୃଶ, ସେ ଈଶ୍ବରଙ୍କୁ କିଛି କହେ ନାହିଁ” (ଦେଖ: rc://*/ta/man/translate/figs-metaphor)

is still alive

ଏହା ଶାରୀରିକ ଜୀବନକୁ ବୁଝାଏ I