or_tn/1ti/05/06.md

8 lines
596 B
Markdown
Raw Permalink Normal View History

2020-11-19 00:15:53 +00:00
# is dead
ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମୃତ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ମୃତ ବ୍ୟକ୍ତି ସଦୃଶ, ସେ ଈଶ୍ବରଙ୍କୁ କିଛି କହେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# is still alive
ଏହା ଶାରୀରିକ ଜୀବନକୁ ବୁଝାଏ I