or_tn/1ti/05/04.md

802 B

let them first learn

ପ୍ରଥମେ ସେମାନେ ଶିଖିବା ଉଚିତ କିମ୍ବା “ସେମାନେ ଏହା ଶିଖିବାକୁ ପ୍ରାଥମିକତା ଦିଅନ୍ତୁ”

in their own household

ସେମାନଙ୍କ ନିଜ ପରିବାରକୁ କିମ୍ବା “ସେମାନଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ”

Let them repay their parents

ସେମାନଙ୍କ ପିତାମାତାମାନେ ସେମାନଙ୍କ ପ୍ରତି କରିଥିବା ଉତ୍ତମ ବିଷୟର ପ୍ରତିବଦଳେ ସେମାନେ ସେମାନଙ୍କ ପିତାମାତାଙ୍କ ପ୍ରତି ଉତ୍ତମ ବିଷୟ କରନ୍ତୁ