# let them first learn ପ୍ରଥମେ ସେମାନେ ଶିଖିବା ଉଚିତ କିମ୍ବା “ସେମାନେ ଏହା ଶିଖିବାକୁ ପ୍ରାଥମିକତା ଦିଅନ୍ତୁ” # in their own household ସେମାନଙ୍କ ନିଜ ପରିବାରକୁ କିମ୍ବା “ସେମାନଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ” # Let them repay their parents ସେମାନଙ୍କ ପିତାମାତାମାନେ ସେମାନଙ୍କ ପ୍ରତି କରିଥିବା ଉତ୍ତମ ବିଷୟର ପ୍ରତିବଦଳେ ସେମାନେ ସେମାନଙ୍କ ପିତାମାତାଙ୍କ ପ୍ରତି ଉତ୍ତମ ବିଷୟ କରନ୍ତୁ