or_tn/1ti/04/16.md

1012 B
Raw Permalink Blame History

Give careful attention to yourself and to the teaching

ନିଜର ଆଚରଣ ବିଷୟରେ ସାବଧାନ ହୁଅ ଓ ଶିକ୍ଷାପ୍ରତି ମନଯୋଗୀ ହୁଅ କିମ୍ବା “ନିଜର ବ୍ୟବହାରକୁ ସଂଯତ କର ଓ ଶିକ୍ଷା ପ୍ରତି ମନଯୋଗୀ ହୁଅ”

Continue in these things

ଏହି ସବୁ କାର୍ଯ୍ୟ କରିବାକୁ ଲାଗିରୁହ

you will save yourself and those who listen to you

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଈଶ୍ବରଙ୍କ ନ୍ୟାୟ ବିଚାରରୁ ରକ୍ଷା କରିବେ କିମ୍ବା ) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ପ୍ରଭାବରୁ ରକ୍ଷା କରିବେ I