# Give careful attention to yourself and to the teaching ନିଜର ଆଚରଣ ବିଷୟରେ ସାବଧାନ ହୁଅ ଓ ଶିକ୍ଷାପ୍ରତି ମନଯୋଗୀ ହୁଅ କିମ୍ବା “ନିଜର ବ୍ୟବହାରକୁ ସଂଯତ କର ଓ ଶିକ୍ଷା ପ୍ରତି ମନଯୋଗୀ ହୁଅ” # Continue in these things ଏହି ସବୁ କାର୍ଯ୍ୟ କରିବାକୁ ଲାଗିରୁହ # you will save yourself and those who listen to you ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଈଶ୍ବରଙ୍କ ନ୍ୟାୟ ବିଚାରରୁ ରକ୍ଷା କରିବେ କିମ୍ବା ୨) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ପ୍ରଭାବରୁ ରକ୍ଷା କରିବେ I