or_tn/1ti/04/07.md

1.8 KiB

worldly stories loved by old women

ଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ ୧ ତୀମଥି ୧:୪ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I

loved by old women

ଏହା ସମ୍ଭବତଃ ଏହି ଭାବ ଯାହାର ଅର୍ଥ “ନିର୍ବୋଧତା” ବା “ଅଯୌକ୍ତିକ” ଅଟେ I ପାଉଲ “ବୃଦ୍ଧା ସ୍ତ୍ରୀ”ବୋଲି ଉଲ୍ଲେଖକରି ଇଚ୍ଛାକୃତଭାବରେ ସ୍ତ୍ରୀମାନଙ୍କୁ ଅପମାନିତ କରୁନାହାନ୍ତି I ତା’ ପରିବର୍ତ୍ତେ, ସେ ଓ ତାହାଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ କମ୍ ବୟସରେ ମୃତ୍ୟୁଭୋଗ କରନ୍ତି I ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଛନ୍ତି, ଯେଉଁମାନଙ୍କର ମନ ବୟସାଧିକ ସକାଶୁ ଦୁର୍ବଳ ଅଟେ I (ଦେଖ: rc://*/ta/man/translate/figs-metaphor)

train yourself in godliness

ଈଶ୍ବରଙ୍କୁ ସମ୍ମାନ ଦେବା ସକାଶୁ ଆପଣାକୁ ତାଲିମ ଦିଅ କିମ୍ବା “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ମାର୍ଗରେ ଆପଣାକୁ ତାଲିମ ଦିଅ”