or_tn/1ti/04/07.md

12 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# worldly stories loved by old women
ଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ [୧ ତୀମଥି ୧:୪](../01/04.md)ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I
# loved by old women
ଏହା ସମ୍ଭବତଃ ଏହି ଭାବ ଯାହାର ଅର୍ଥ “ନିର୍ବୋଧତା” ବା “ଅଯୌକ୍ତିକ” ଅଟେ I ପାଉଲ “ବୃଦ୍ଧା ସ୍ତ୍ରୀ”ବୋଲି ଉଲ୍ଲେଖକରି ଇଚ୍ଛାକୃତଭାବରେ ସ୍ତ୍ରୀମାନଙ୍କୁ ଅପମାନିତ କରୁନାହାନ୍ତି I ତା’ ପରିବର୍ତ୍ତେ, ସେ ଓ ତାହାଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ କମ୍ ବୟସରେ ମୃତ୍ୟୁଭୋଗ କରନ୍ତି I ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଛନ୍ତି, ଯେଉଁମାନଙ୍କର ମନ ବୟସାଧିକ ସକାଶୁ ଦୁର୍ବଳ ଅଟେ I (ଦେଖ: [[rc://*/ta/man/translate/figs-metaphor]])
# train yourself in godliness
ଈଶ୍ବରଙ୍କୁ ସମ୍ମାନ ଦେବା ସକାଶୁ ଆପଣାକୁ ତାଲିମ ଦିଅ କିମ୍ବା “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ମାର୍ଗରେ ଆପଣାକୁ ତାଲିମ ଦିଅ”