or_tn/1ti/04/03.md

1.1 KiB

They will

ଏହି ଲୋକମାନେ

forbid to marry

ଏହା ସୂଚାଉଅଛି ଯେ ସେମାନେ ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରନ୍ତି” (ଦେଖ: rc://*/ta/man/translate/figs-explicit)

to receive foods

ଏହା ସୂଚାଉଅଛି ଯେ ସେମାନେ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ” କିମ୍ବା “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ଅନୁମତି ଦେବେ ନାହିଁ” (ଦେଖ: rc://*/ta/man/translate/figs-explicit)