or_tn/1ti/04/03.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# They will
ଏହି ଲୋକମାନେ
# forbid to marry
ଏହା ସୂଚାଉଅଛି ଯେ ସେମାନେ ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ବିବାହ କରିବାକୁ ନିଷେଧ କରନ୍ତି” (ଦେଖ: [[rc://*/ta/man/translate/figs-explicit]])
# to receive foods
ଏହା ସୂଚାଉଅଛି ଯେ ସେମାନେ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ନିଷେଧ କରିବେ” କିମ୍ବା “ସେମାନେ ବିଶ୍ବାସୀମାନଙ୍କୁ କେତେକ ଖାଦ୍ୟ ଖାଇବାକୁ ଅନୁମତି ଦେବେ ନାହିଁ” (ଦେଖ: [[rc://*/ta/man/translate/figs-explicit]])