or_tn/1ti/04/02.md

1.2 KiB
Raw Permalink Blame History

in lying hypocrisy

ଏହାକୁ ଗୋଟିଏ ପୃଥକ୍ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଲୋକମାନେ କପଟୀ ହୋଇ ମିଥ୍ୟା କହିବେ”

Their own consciences will be branded

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ମନ୍ଦ କରୁଛନ୍ତି ବୋଲି ଆଉ ନ କହିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏକ ଉତ୍ତପ୍ତ ଲୁହା ଦ୍ବାରା ଚର୍ମକୁ ନଷ୍ଟ କଲା ପରି ସେମାନଙ୍କର ମନ ଭ୍ରଷ୍ଟ ହୋଇଅଛି କିମ୍ବା ) ପାଉଲ ଏହି ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହି ଲୋକମାନଙ୍କ ଉପରେ ଶୟତାନ ଏକ ଉତ୍ତପ୍ତ ଲୁହା ଦ୍ବାରା ଗୋଟିଏ ଚିହ୍ନ ଦେଇଛି ଯେ ସେମାନେ ତାହାର ଅଟନ୍ତି I (ଦେଖ: rc://*/ta/man/translate/figs-metaphor)