# in lying hypocrisy ଏହାକୁ ଗୋଟିଏ ପୃଥକ୍ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଲୋକମାନେ କପଟୀ ହୋଇ ମିଥ୍ୟା କହିବେ” # Their own consciences will be branded ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ମନ୍ଦ କରୁଛନ୍ତି ବୋଲି ଆଉ ନ କହିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏକ ଉତ୍ତପ୍ତ ଲୁହା ଦ୍ବାରା ଚର୍ମକୁ ନଷ୍ଟ କଲା ପରି ସେମାନଙ୍କର ମନ ଭ୍ରଷ୍ଟ ହୋଇଅଛି କିମ୍ବା ୨) ପାଉଲ ଏହି ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହି ଲୋକମାନଙ୍କ ଉପରେ ଶୟତାନ ଏକ ଉତ୍ତପ୍ତ ଲୁହା ଦ୍ବାରା ଗୋଟିଏ ଚିହ୍ନ ଦେଇଛି ଯେ ସେମାନେ ତାହାର ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])