or_tn/1ti/03/12.md

994 B
Raw Permalink Blame History

husbands of one wife

ଜଣେ ଲୋକର ଜଣେ ମାତ୍ର ସ୍ତ୍ରୀ ରହିବା ଉଚିତ I ଆଗରୁ ବିବାହ କରି ବିଧୁର ହୋଇଥିବା ବା ଛାଡ଼ପତ୍ର ପାଇଥିବା କିମ୍ବା ଆଦୌ ବିବାହ କରି ନ ଥିବା ଲୋକମାନେ ଏଥିରେ ଅନ୍ତର୍ଭୁକ୍ତ କି ନାହିଁ ଏହା ଅସ୍ପଷ୍ଟ ଅଟେ I ୧ ତୀମଥି ୩:ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

manage well their children and household

ସେମାନେ ନିଜ ନିଜ ପିଲାମାନଙ୍କର ଓ ସେମାନଙ୍କ ଗୃହରେ ବାସ କରୁଥିବା ଅନ୍ୟମାନଙ୍କର ଉତ୍ତମରୂପେ ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ନେତୃତ୍ବ ପ୍ରଦାନ କରନ୍ତୁ