or_tn/1ti/03/02.md

689 B

husband of one wife

ଜଣେ ଅଧ୍ୟକ୍ଷର କେବଳ ଜଣେ ସ୍ତ୍ରୀ ରହିବା ଆବଶ୍ୟକ I ଆଗରୁ ବିବାହ କରି ବିଧୁର ହୋଇଥିବା ବା ଛାଡ଼ପତ୍ର ପାଇଥିବା କିମ୍ବା ଆଦୌ ବିବାହ କରି ନ ଥିବା ଲୋକମାନେ ଏଥିରେ ଅନ୍ତର୍ଭୁକ୍ତ କି ନାହିଁ ଏହା ଅସ୍ପଷ୍ଟ ଅଟେ I

He must be moderate, sensible, orderly, and hospitable

ସେ ମିତଭୋଗୀ, ସୁବୁଦ୍ଧି, ସଦାଚାରୀ ଓ ଆତିଥ୍ୟ ପ୍ରିୟ ହେବା ଆବଶ୍ୟକ I