or_tn/1ti/03/11.md

911 B
Raw Permalink Blame History

Women in the same way

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସ୍ତ୍ରୀମାନେ” ସେବକମାନଙ୍କ ସ୍ତ୍ରୀମାନଙ୍କୁ ବୁଝାଏ କିମ୍ବା ) “ସ୍ତ୍ରୀମାନେ” ମହିଳା ସେବିକାମାନଙ୍କୁ ବୁଝାଏ I

be dignified

ଉପଯୁକ୍ତ ଭାବରେ ବ୍ୟବହାର କର କିମ୍ବା “ସମ୍ମାନର ଯୋଗ୍ୟ ଆଚରଣ କର”

They should not be slanderers

ସେମାନେ ଅନ୍ୟ ଲୋକମାନଙ୍କ ବିଷୟରେ ମନ୍ଦ କହିବା ଉଚିତ ନୁହଁ

be moderate and

ମିତଭୋଗୀ ହେବା ଆବଶ୍ୟକ I ତୁମେ ଏହାକୁ ୧ ତୀମଥି ୩:ରେ କିପରି ଅନୁବାଦ କଲ ତାହା ଦେଖ I