or_tn/1ti/03/06.md

8 lines
893 B
Markdown

# He should not be a new convert
ସେ ନୂତନ ବିଶ୍ବାସୀହେବା ଉଚିତ ନୁହଁ କିମ୍ବା “ସେ ଜଣେ ପରିପକ୍ବ ବିଶ୍ବାସୀହେବା ଉଚିତ”
# fall into condemnation as the devil
ମନ୍ଦକାର୍ଯ୍ୟ କରିଥିବାରୁ ଦଣ୍ଡଗ୍ରସ୍ତ ହୋଇଥିବା ଅନୁଭୂତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଗର୍ତ୍ତ, ଯେଉଁଠି ଜଣେ ପଡ଼ିଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ଶୟତାନକୁ ଦଣ୍ଡଗ୍ରସ୍ତ କଲେ, ତାହାଙ୍କୁ ସେପରି ଦଣ୍ଡଗ୍ରସ୍ତ କରିବେ” (ଦେଖ: [[rc://*/ta/man/translate/figs-metaphor]])