or_tn/1ti/03/06.md

893 B

He should not be a new convert

ସେ ନୂତନ ବିଶ୍ବାସୀହେବା ଉଚିତ ନୁହଁ କିମ୍ବା “ସେ ଜଣେ ପରିପକ୍ବ ବିଶ୍ବାସୀହେବା ଉଚିତ”

fall into condemnation as the devil

ମନ୍ଦକାର୍ଯ୍ୟ କରିଥିବାରୁ ଦଣ୍ଡଗ୍ରସ୍ତ ହୋଇଥିବା ଅନୁଭୂତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଗର୍ତ୍ତ, ଯେଉଁଠି ଜଣେ ପଡ଼ିଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ଶୟତାନକୁ ଦଣ୍ଡଗ୍ରସ୍ତ କଲେ, ତାହାଙ୍କୁ ସେପରି ଦଣ୍ଡଗ୍ରସ୍ତ କରିବେ” (ଦେଖ: rc://*/ta/man/translate/figs-metaphor)