or_tn/1ti/03/05.md

12 lines
1.2 KiB
Markdown

# For if a man does not know how to manage
କାରଣ ଯଦି ଜଣେ ଲୋକ ଶାସନ କରିବାକୁ ଜାଣେ ନାହିଁ
# how will he care for a church of God?
ପାଉଲ ତୀମଥିଙ୍କୁ ଶିକ୍ଷାଦେବାକୁ ଗୋଟିଏ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ସେ ଈଶ୍ବରଙ୍କ ମଣ୍ଡଳୀର ଯତ୍ନ ନେଇପାରିବ ନାହିଁ” କିମ୍ବା “ସେ ଈଶ୍ବରଙ୍କ ମଣ୍ଡଳୀର ନେତୃତ୍ବ ନେବାକୁ ସକ୍ଷମ ହେବ ନାହିଁ” (ଦେଖ: [[rc://*/ta/man/translate/figs-rquestion]])
# a church of God
ଏଠାରେ “ମଣ୍ଡଳୀ” ଈଶ୍ବରଙ୍କ ଲୋକମାନଙ୍କର ସ୍ଥାନୀୟ ଦଳକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଲୋକମାନଙ୍କର ଏକ ଦଳ” କିମ୍ବା “ତାଙ୍କ ଦାୟିତ୍ବରେ ଥିବା ବିଶ୍ବାସୀଗଣ” (ଦେଖ: [[rc://*/ta/man/translate/figs-metonymy]])