or_tn/1ti/03/05.md

1.2 KiB

For if a man does not know how to manage

କାରଣ ଯଦି ଜଣେ ଲୋକ ଶାସନ କରିବାକୁ ଜାଣେ ନାହିଁ

how will he care for a church of God?

ପାଉଲ ତୀମଥିଙ୍କୁ ଶିକ୍ଷାଦେବାକୁ ଗୋଟିଏ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ସେ ଈଶ୍ବରଙ୍କ ମଣ୍ଡଳୀର ଯତ୍ନ ନେଇପାରିବ ନାହିଁ” କିମ୍ବା “ସେ ଈଶ୍ବରଙ୍କ ମଣ୍ଡଳୀର ନେତୃତ୍ବ ନେବାକୁ ସକ୍ଷମ ହେବ ନାହିଁ” (ଦେଖ: rc://*/ta/man/translate/figs-rquestion)

a church of God

ଏଠାରେ “ମଣ୍ଡଳୀ” ଈଶ୍ବରଙ୍କ ଲୋକମାନଙ୍କର ସ୍ଥାନୀୟ ଦଳକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଲୋକମାନଙ୍କର ଏକ ଦଳ” କିମ୍ବା “ତାଙ୍କ ଦାୟିତ୍ବରେ ଥିବା ବିଶ୍ବାସୀଗଣ” (ଦେଖ: rc://*/ta/man/translate/figs-metonymy)