or_tn/1ti/02/15.md

24 lines
2.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# she will be saved through bearing children
ଏଠାରେ “ସେ” ସାଧାରଣ ଭାବରେ ସବୁ ସ୍ତ୍ରୀମାନଙ୍କୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ସନ୍ତାନ ପ୍ରସବ କରିବାବେଳେ ଈଶ୍ବର ସେମାନଙ୍କୁ ଶାରୀରିକ ଭାବରେ ନିରାପଦ ରଖିବେ, ବା ) ସେମାନଙ୍କ ସନ୍ତାନ ଧାରଣକାରିଣୀ ଭୂମିକା ଦ୍ବାରା ପ୍ରଭୁ ସ୍ତ୍ରୀମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ I
# she will be saved
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପରିତ୍ରାଣ କରିବେ” କିମ୍ବା “ଈଶ୍ବର ନାରୀମାନଙ୍କୁ ପରିତ୍ରାଣ କରିବେ” (ଦେଖ: [[rc://*/ta/man/translate/figs-activepassive]])
# if they continue
ଯଦି ସେମାନେ ସ୍ଥିର ରହିବେ କିମ୍ବା “ଯଦି ସେମାନେ ଜୀବିତ ରହିବେ I” ଏଠାରେ “ସେମାନେ” ସ୍ତ୍ରୀ ଲୋକମାନଙ୍କୁ ବୁଝାଏ I
# in faith and love and sanctification
ଗୁଣବାଚକ ବିଶେଷ୍ୟଗୁଡିକୁ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସକରି ଓ ଅନ୍ୟମାନଙ୍କୁ ପ୍ରେମକରି ଏବଂ ଏକ ପବିତ୍ର ଜୀବନ ଯାପନ କରି” (ଦେଖ: [[rc://*/ta/man/translate/figs-abstractnouns]])
# with soundness of mind
ଏହି ରୂଢ଼ିର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସୁବୁଦ୍ଧି ସହ” ) “ଉତ୍ତମ ଆଚରଣରେ” କିମ୍ବା ୩) “ଆତ୍ମ-ସଂଯମର ସହ” (ଦେଖ: [[rc://*/ta/man/translate/figs-idiom]])
# soundness of mind
ଯଦି ରୂଢ଼ିକୁ ଅନୁବାଦରେ ରଖାଯିବ, ତେବେ ଗୁଣବାଚକ ବିଶେଷ୍ୟ “ସୁବୁଦ୍ଧି”କୁ ବିଶେଷଣ ଲଗାଇ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ସୁବୁଦ୍ଧି ମନ” (ଦେଖ: [[rc://*/ta/man/translate/figs-abstractnouns]])