or_tn/1ti/02/15.md

2.6 KiB
Raw Permalink Blame History

she will be saved through bearing children

ଏଠାରେ “ସେ” ସାଧାରଣ ଭାବରେ ସବୁ ସ୍ତ୍ରୀମାନଙ୍କୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ସନ୍ତାନ ପ୍ରସବ କରିବାବେଳେ ଈଶ୍ବର ସେମାନଙ୍କୁ ଶାରୀରିକ ଭାବରେ ନିରାପଦ ରଖିବେ, ବା ) ସେମାନଙ୍କ ସନ୍ତାନ ଧାରଣକାରିଣୀ ଭୂମିକା ଦ୍ବାରା ପ୍ରଭୁ ସ୍ତ୍ରୀମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ I

she will be saved

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପରିତ୍ରାଣ କରିବେ” କିମ୍ବା “ଈଶ୍ବର ନାରୀମାନଙ୍କୁ ପରିତ୍ରାଣ କରିବେ” (ଦେଖ: rc://*/ta/man/translate/figs-activepassive)

if they continue

ଯଦି ସେମାନେ ସ୍ଥିର ରହିବେ କିମ୍ବା “ଯଦି ସେମାନେ ଜୀବିତ ରହିବେ I” ଏଠାରେ “ସେମାନେ” ସ୍ତ୍ରୀ ଲୋକମାନଙ୍କୁ ବୁଝାଏ I

in faith and love and sanctification

ଗୁଣବାଚକ ବିଶେଷ୍ୟଗୁଡିକୁ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସକରି ଓ ଅନ୍ୟମାନଙ୍କୁ ପ୍ରେମକରି ଏବଂ ଏକ ପବିତ୍ର ଜୀବନ ଯାପନ କରି” (ଦେଖ: rc://*/ta/man/translate/figs-abstractnouns)

with soundness of mind

ଏହି ରୂଢ଼ିର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସୁବୁଦ୍ଧି ସହ” ) “ଉତ୍ତମ ଆଚରଣରେ” କିମ୍ବା ୩) “ଆତ୍ମ-ସଂଯମର ସହ” (ଦେଖ: rc://*/ta/man/translate/figs-idiom)

soundness of mind

ଯଦି ରୂଢ଼ିକୁ ଅନୁବାଦରେ ରଖାଯିବ, ତେବେ ଗୁଣବାଚକ ବିଶେଷ୍ୟ “ସୁବୁଦ୍ଧି”କୁ ବିଶେଷଣ ଲଗାଇ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ସୁବୁଦ୍ଧି ମନ” (ଦେଖ: rc://*/ta/man/translate/figs-abstractnouns)