or_tn/1ti/02/02.md

690 B

a peaceful and quiet life

ଏଠାରେ “ଶାନ୍ତି” ଓ “ନିର୍ବିଘ୍ନ”ର ଅର୍ଥ ସମାନ ଅଟେ I ପାଉଲ ଚାହାନ୍ତି ଯେ ସମସ୍ତ ବିଶ୍ବାସୀମାନେ ଅଧିକାରୀମାନଙ୍କଠାରୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଜୀବନ ଯାପନ କରନ୍ତୁ I (ଦେଖ: rc://*/ta/man/translate/figs-doublet)

in all godliness and dignity

ତାହା ଈଶ୍ବରଙ୍କୁ ସମ୍ଭ୍ରମ କରେ ଓ ଅନ୍ୟଲୋକମାନେ ସମ୍ମାନ ଦିଅନ୍ତି