or_tn/1ti/02/02.md

8 lines
690 B
Markdown
Raw Permalink Normal View History

2020-11-19 00:15:53 +00:00
# a peaceful and quiet life
ଏଠାରେ “ଶାନ୍ତି” ଓ “ନିର୍ବିଘ୍ନ”ର ଅର୍ଥ ସମାନ ଅଟେ I ପାଉଲ ଚାହାନ୍ତି ଯେ ସମସ୍ତ ବିଶ୍ବାସୀମାନେ ଅଧିକାରୀମାନଙ୍କଠାରୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଜୀବନ ଯାପନ କରନ୍ତୁ I (ଦେଖ: [[rc://*/ta/man/translate/figs-doublet]])
# in all godliness and dignity
ତାହା ଈଶ୍ବରଙ୍କୁ ସମ୍ଭ୍ରମ କରେ ଓ ଅନ୍ୟଲୋକମାନେ ସମ୍ମାନ ଦିଅନ୍ତି