or_tn/1ti/01/01.md

20 lines
1.9 KiB
Markdown

# General Information:
ଅନ୍ୟଥା ଉଲ୍ଲେଖ କରାଯାଇ ନ ଥିଲେ, ଏହି ପୁସ୍ତକରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତୀମଥିଙ୍କୁ (ଯାହାଙ୍କୁ ଏ ପତ୍ରଟି ଲେଖାଯାଇଛି), ମଧ୍ୟ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# Paul, an apostle
ମୁଁ, ପାଉଲ, ଏହି ପତ୍ର ଲେଖୁଅଛି I ମୁଁ ଜଣେ ପ୍ରେରିତ I ତୁମ ଭାଷାରେ ହୁଏତ ପତ୍ରର ଲେଖକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଲେଖକଙ୍କ ପରିଚୟ ଦେବା ପରେ ପରେ, ଯେପରି USTରେ ଲେଖାଅଛି, କାହା ନିକଟକୁ ପତ୍ରଟି ଲେଖାଯାଇଛି, ତୁମେ ତା’ର ସୂଚନା ଦେବାକୁ ଇଚ୍ଛା କରିପାର I
# according to the commandment of
ଆଦେଶକ୍ରମେ କିମ୍ବା “ଅଧିକାର ପ୍ରାପ୍ତ ହୋଇ”
# God our Savior
ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର
# Christ Jesus our hope
ଏଠାରେ “ଆମ୍ଭମାନଙ୍କ ଭରସାଭୂମି” ଆମ୍ଭେମାନେ ଭରସା ରଖୁଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ, ଯାହାଙ୍କଠାରେ ଆମ୍ଭେମାନେ ଭରସା ରଖୁଅଛୁ” କିମ୍ବା “ଖ୍ରୀଷ୍ଟ ଯୀଶୁ, ଯାହାଙ୍କୁ ଆମ୍ଭେମାନେ ଭରସା କରୁଅଛୁ” (ଦେଖ: [[rc://*/ta/man/translate/figs-metonymy]])