or_tn/1ti/01/01.md

1.9 KiB

General Information:

ଅନ୍ୟଥା ଉଲ୍ଲେଖ କରାଯାଇ ନ ଥିଲେ, ଏହି ପୁସ୍ତକରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତୀମଥିଙ୍କୁ (ଯାହାଙ୍କୁ ଏ ପତ୍ରଟି ଲେଖାଯାଇଛି), ମଧ୍ୟ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Paul, an apostle

ମୁଁ, ପାଉଲ, ଏହି ପତ୍ର ଲେଖୁଅଛି I ମୁଁ ଜଣେ ପ୍ରେରିତ I ତୁମ ଭାଷାରେ ହୁଏତ ପତ୍ରର ଲେଖକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଲେଖକଙ୍କ ପରିଚୟ ଦେବା ପରେ ପରେ, ଯେପରି USTରେ ଲେଖାଅଛି, କାହା ନିକଟକୁ ପତ୍ରଟି ଲେଖାଯାଇଛି, ତୁମେ ତା’ର ସୂଚନା ଦେବାକୁ ଇଚ୍ଛା କରିପାର I

according to the commandment of

ଆଦେଶକ୍ରମେ କିମ୍ବା “ଅଧିକାର ପ୍ରାପ୍ତ ହୋଇ”

God our Savior

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର

Christ Jesus our hope

ଏଠାରେ “ଆମ୍ଭମାନଙ୍କ ଭରସାଭୂମି” ଆମ୍ଭେମାନେ ଭରସା ରଖୁଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ, ଯାହାଙ୍କଠାରେ ଆମ୍ଭେମାନେ ଭରସା ରଖୁଅଛୁ” କିମ୍ବା “ଖ୍ରୀଷ୍ଟ ଯୀଶୁ, ଯାହାଙ୍କୁ ଆମ୍ଭେମାନେ ଭରସା କରୁଅଛୁ” (ଦେଖ: rc://*/ta/man/translate/figs-metonymy)