or_tn/1th/04/13.md

2.3 KiB

General Information:

ପାଉଲ ମୃତ୍ୟୁଭୋଗ କରି ସାରିଥିବା ବିଶ୍ବାସୀମାନଙ୍କ ବିଷୟରେ, ବର୍ତ୍ତମାନ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ ଓ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I

We do not want you to be uninformed

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜ୍ଞାତ ହୋଇଥାଅ ବୋଲି ଆମ୍ଭମାନଙ୍କର ଇଚ୍ଛା” କିମ୍ବା “ତୁମ୍ଭେମାନେ ଜାଣ ବୋଲି ଆମ୍ଭମାନଙ୍କର ଇଚ୍ଛା”

brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

those who sleep

ଏଠାରେ “ନିଦ୍ରା” ହେଉଛି “ମୃତ ହେବାର ଗୋଟିଏ ନିଦର୍ଶନ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି” (ଦେଖ: rc://*/ta/man/translate/figs-euphemism)

so that you do not grieve like the rest

କାରଣ ତୁମ୍ଭେମାନେ ଅନ୍ୟମାନଙ୍କ ପରି ଦୁଃଖିତ ହୁଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହଁ

grieve

କୌଣସି ବିଷୟରେ ଶୋକ କରିବା, ଦୁଃଖିତ ହେବା

like the rest who do not have hope

ଆପଣା ଭବିଷ୍ୟତ ପ୍ରତିଜ୍ଞା ସମ୍ବନ୍ଧରେ ଭରସା ନ ଥିବା ଲୋକମାନଙ୍କ ସଦୃଶ I ସେହି ଲୋକମାନଙ୍କର କଅଣ ଭରସା ନାହିଁ, ସେ ବିଷୟରେ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ବୋଲି ନିଶ୍ଚିତ ନ ଥିବା ଲୋକମାନଙ୍କ ସଦୃଶ” (ଦେଖ: rc://*/ta/man/translate/figs-explicit)