or_tn/1th/04/13.md

28 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ମୃତ୍ୟୁଭୋଗ କରି ସାରିଥିବା ବିଶ୍ବାସୀମାନଙ୍କ ବିଷୟରେ, ବର୍ତ୍ତମାନ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ ଓ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I
# We do not want you to be uninformed
ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜ୍ଞାତ ହୋଇଥାଅ ବୋଲି ଆମ୍ଭମାନଙ୍କର ଇଚ୍ଛା” କିମ୍ବା “ତୁମ୍ଭେମାନେ ଜାଣ ବୋଲି ଆମ୍ଭମାନଙ୍କର ଇଚ୍ଛା”
# brothers
ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I
# those who sleep
ଏଠାରେ “ନିଦ୍ରା” ହେଉଛି “ମୃତ ହେବାର ଗୋଟିଏ ନିଦର୍ଶନ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି” (ଦେଖ: [[rc://*/ta/man/translate/figs-euphemism]])
# so that you do not grieve like the rest
କାରଣ ତୁମ୍ଭେମାନେ ଅନ୍ୟମାନଙ୍କ ପରି ଦୁଃଖିତ ହୁଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହଁ
# grieve
କୌଣସି ବିଷୟରେ ଶୋକ କରିବା, ଦୁଃଖିତ ହେବା
# like the rest who do not have hope
ଆପଣା ଭବିଷ୍ୟତ ପ୍ରତିଜ୍ଞା ସମ୍ବନ୍ଧରେ ଭରସା ନ ଥିବା ଲୋକମାନଙ୍କ ସଦୃଶ I ସେହି ଲୋକମାନଙ୍କର କଅଣ ଭରସା ନାହିଁ, ସେ ବିଷୟରେ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ବୋଲି ନିଶ୍ଚିତ ନ ଥିବା ଲୋକମାନଙ୍କ ସଦୃଶ” (ଦେଖ: [[rc://*/ta/man/translate/figs-explicit]])