or_tn/1th/02/08.md

1.6 KiB

In this way we had affection for you

ଏହି ପ୍ରକାରେ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ପ୍ରଦର୍ଶନ କରିଥିଲୁ

we had affection for you

ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରିଥିଲୁ

We were pleased to share with you not only the gospel of God but also our own lives

ପାଉଲ ସୁସମାଚାରର ବାକ୍ୟ ଓ ଆପଣା ଏବଂ ଆପଣା ସହିତ ଥିବା ଲୋକମାନଙ୍କ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ପାର୍ଥିବ ବସ୍ତୁ, ଯାହା ଜଣେ ଅନ୍ୟମାନଙ୍କ ସହିତ ବାଣ୍ଟିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଷୟରେ କେବଳ କହିବାକୁ ସନ୍ତୁଷ୍ଟ ନ ଥିଲୁ, ମାତ୍ର ତୁମ୍ଭମାନଙ୍କ ସହିତ ସମୟ କ୍ଷେପଣ କରିବାକୁ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସନ୍ତୁଷ୍ଟ ଥିଲୁ” (ଦେଖ: rc://*/ta/man/translate/figs-metaphor)

you had become very dear to us

ଆମ୍ଭେମାନେ ପ୍ରାଣର ସହିତ ତୁମ୍ଭମାନଙ୍କର ଯତ୍ନ ନେଇଥିଲୁ